Hallo! Tracked shipping to Netherlands with Delivery Duty Paid for just €7 

Ship to
Netherlands
0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional

Select your country

Americas

Europe

Rest of the world

portada Badhi (in Oriya)
Type
Physical Book
Language
Oriya
Pages
120
Format
Paperback
Dimensions
21.6x14x0.7 cm
Weight
0.16 kg.
ISBN13
9781645602934

Badhi (in Oriya)

Bibhuti Bhusan Pradhan (Author) · Black Eagle Books · Paperback

Badhi (in Oriya) - Pradhan, Bibhuti Bhusan

New Book Imported to Netherlands
Delivery: 08 Sep - 10 Sep Shipping: 4 to 5 business days.
€ 18,32
Import costs and 9% BTW included in the price ✅
€ 18,32

Synopsis "Badhi (in Oriya)"

ନରାଜ ଡେଇଁଲେ ମହାନଦୀ ଯେମିତି ଖିଆଲୀ, ତା'ର ନେଟ୍]ୱାର୍କ ବି ସେମିତି ବିଚିତ୍ର । କେନ୍ଦ୍ରାପଡ଼ା ଜିଲ୍ଲାର ଦାନପୁର ପାଖରୁ ମହାନଦୀର ଏକ ପ୍ରଶାଖା ଲୁଣାନଈରୁ କରାଣ୍ଡିଆ ବାହାରି କଳପଡ଼ା ପାଖରେ ପୁଣି ମିଶିଯାଇଛି । ମଝିରେ ତେରଖଣ୍ଡ ଧୋଇୟା ଗାଁର ସବୁଜ ମାନଚିତ୍ର । ତାଆରି ଭିତରୁ ସବା ତଳମୁଣ୍ଡ ଗାଁରେ ହେତୁ ପାଇଲା ଦିନୁ ମୁଁ ପ୍ରତିବର୍ଷ ଦେଖିଛି ବନ୍ୟାର ଭୀମକାନ୍ତ ରୂପ ।ହଁ; ଭୀମକାନ୍ତ ହିଁ । ଅଜସ୍ର ଫେଣ ଚବକେଇ, ଭଉଁରୀ କାଟି ବନ୍ୟା ଯେତେବେଳେ ଆସେ, ଆସେ ସ୍ପର୍ଦ୍ଧିତ ଆବେଗରେ । ମୋତେ ଲାଗେ, ଜଙ୍ଗଲର ରାଜାଧିରାଜ ପାରିଧିରେ ବିଜେ କରୁଛି । ମୁଁ ମୁଗ୍ଧ ଦୃଷ୍ଟିରେ ତାକୁ ଚାହିଁ ରୁହେ । ପୁଣି ଅଜସ୍ର ଜଞ୍ଜାଳ ପଛରେ ପକେଇ ବନ୍ୟା ଯେତେବେଳେ ଛାଡ଼ି ଯାଏ ନଈର ଝାଉଁଳା ମୁହଁ ଦିଶେ ମଲାଜହ୍ନ ପରି ପାଂଶୁଳ । ଗତବର୍ଷର ମହାପ୍ଳାବନ ଛତିଶଗଡ଼ରେ ବସି ଟି.ଭି.ରେ ଦେଖିଲା ବେଳେ, ମୋତେ ଲାଗୁଥିଲା, ମୁଁ ଠିଆ ହୋଇଛି କରାଣ୍ଡିଆ ନଈ ଅତଡ଼ା ଦାଢ଼ରେ । ମୋ' ଆଗରେ କରାଣ୍ଡିଆର ଅତଳସ୍ପର୍ଶୀ ନୀଳ ଡଅଁର । ପୀତାମ୍ବର ବାବୁ ଏଥର ଉପନ୍ୟାସ ପାଇଁ ଅନୁରୋଧ କଲାବେଳେ ସେହି ଡଅଁର ବୋଧେ ମୋତେ ବାଧ୍ୟ କରି ଟାଣି ନେଇଛି 'ବଢ଼ି' ଆଡ଼େ । ନହେଲେ ପ୍ରକୃତ ଯୋଜନା ଥିଲା ଅନ୍ୟ ଉପନ୍ୟାସ ପାଇଁ । ଆଉଥରେ ବି ଲେଖିଥିଲି, ବାଘେଇ ଘାଟ କଥା, ବାଲିଘାଇ ଗାଁ କଥା । ବହୁ କୌତୂହଳୀ ପାଠକ ସେତେବେଳେ ପଚାରିଥିଲେ, ବାଘେଇ କେଉଁଠି, କେଉଁଠି ବାଲିଘାଇ?କଟକ ତଳହଟୀ ସବୁ ଘାଟ ତ ମୋତ

Customers reviews

Frequently Asked Questions about the Book

All books in our catalog are Original.
The book is written in Oriya .
The binding of this edition is Paperback.

Questions and Answers about the Book

Do you have a question about the book? Login to be able to add your own question.

Opinions about Bookdelivery

More customer reviews