Hallo! Tracked shipping to Netherlands with Delivery Duty Paid for just €7 

Ship to
Netherlands
0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional

Select your country

Americas

Europe

Rest of the world

portada Ekabana Ekathi
Type
Physical Book
Language
English
Pages
562
Format
Paperback
ISBN13
9781645609131

Ekabana Ekathi

Gourahari Das (Author) · BLACK EAGLE BOOKS · Paperback

Ekabana Ekathi - Gourahari Das

New Book Imported to Netherlands
Delivery: 16 Oct - 20 Oct Shipping: 5 to 6 business days.
€ 31,51
Import costs and 9% BTW included in the price ✅
€ 31,51

Synopsis "Ekabana Ekathi"

ଦି' ହଜାର ସାତ ମସିହାରେ ପ୍ରକାଶ ପାଇଥିଲା ମୋର ନିର୍ବାଚିତ ଗଳ୍ପ ସଂକଳନ 'ପିଛିଲା ପଚିଶ', ଯଦିଓ ତା'ର ପ୍ରକାଶ ପାଇବା ଉଚିତ ଥିଲା ଦି' ହଜାର ମସିହାରେ, ଗପ ଲେଖାର ପଚିଶ ବର୍ଷ ପୂରୁଥିବା ସମୟରେ। ସେ ବହିଟି ବେଶି ସଂଖ୍ୟକ ପାଠକଙ୍କ ପାଖରେ ପହଞ୍ଚିଥିଲା କି ନାହିଁ ତାହା ନେଇ ମୋର ସନ୍ଦେହ। ସେଥିପାଇଁ ୨୦୨୬ରେ, ଗପ ଲେଖାର ଏକାବନ ବର୍ଷ ପୂର୍ତ୍ତି ଅବସରରେ ଯେତେବେଳେ 'ଏକାବନ ଏକାଠି'ର ପ୍ରକାଶ ପ୍ରସ୍ତାବ ଆସିଲା ବାସ୍ତବରେ ମୁଁ ଭାରି ଆନନ୍ଦିତ ହେଲି। ପୁରୁଣା ଗପଗୁଡ଼ିକୁ ଆଉଥରେ ଏକାଠି ଦେଖିବାର ଇଚ୍ଛା ମୋତେ କିଛି ସମୟ ପାଇଁ ଭାବପ୍ରବଣ କରିଦେଲା। 'ଏକାବନ ଏକାଠି'ର ପରିକଳ୍ପନା, ରୂପାୟନ ଏବଂ ପ୍ରକାଶନ ପାଇଁ ମୋର ଏକାଧିକ ବନ୍ଧୁ ଓ ପରିବାର ସଦସ୍ୟ ଧନ୍ୟବାଦାର୍ହ। ଗତ ଅର୍ଦ୍ଧଶତାବ୍ଦୀ ଭିତରେ ଭାରତ ଏବଂ ଓଡ଼ିଶା ବହୁତ ବଦଳିଯାଇଛି। ମୋର ଗପ ପଛରେ ଛାଡ଼ିଆସିଥିବା ସେହି ସମୟର ଗପ, ମୁଁ ଜିଇଥିବା ଜୀବନର ଗପ ଏବଂ ମୁଁ ଭୋଗିଥିବା ସମସ୍ୟାମାନଙ୍କର ଗପ। ପାଠକମାନେ ଦେଖିବାକୁ ଚାହିଲେ, ଏ ଗପଗୁଡ଼ିକର ଧାଡ଼ି ଭିତର ଦେଇ ସେହି ଭାରତ ଓ ଓଡ଼ିଶା, ତା'ର ସହର ଓ ଗାଁ, ସର୍ବୋପରି ମୋ ପିଲାଦିନର ନଈକୁ ମଧ୍ୟ ଦେଖିପାରିବେ। ସେ ନଈର ନାଆଁ ମନ୍ତେଇ, ଯିଏ ମୋ ପାଇଁ ଖାଲି ନଈଟିଏ ନୁହେଁ, ବହିଯାଉଥିବା ଗୋଟେ ଗପବହି।- ଗୌରହରି ଦାସ, ୯ ଅକ୍ଟୋବର ୨୦୨୬, ଭୁବନେଶ୍ୱର, ଭାରତ Read more

Customers reviews

Frequently Asked Questions about the Book

All books in our catalog are Original.
The book is written in English.
The binding of this edition is Paperback.

Questions and Answers about the Book

Do you have a question about the book? Login to be able to add your own question.

Opinions about Bookdelivery

More customer reviews