Hallo! Tracked shipping to Netherlands with Delivery Duty Paid for just €7 

Ship to
Netherlands
0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional

Select your country

Americas

Europe

Rest of the world

portada Kalpabata (in Oriya)
Type
Physical Book
Language
Oriya
Pages
112
Format
Paperback
Dimensions
21.6 x 14.0 x 0.7 cm
Weight
0.15 kg.
ISBN13
9781645603603

Kalpabata (in Oriya)

Srikant Das (Author) · Black Eagle Books · Paperback

Kalpabata (in Oriya) - Das, Srikant

New Book Imported to Netherlands
Delivery: 25 Aug - 27 Aug Shipping: 5 to 6 business days.
€ 18,31
Import costs and 9% BTW included in the price ✅
€ 18,31

Synopsis "Kalpabata (in Oriya)"

କଳ୍ପବଟ ହେଲା କାମନାର ବରଗଛ । ଭକ୍ତମାନେ ଯାହା ମାନସିକ କରନ୍ତି, ସେଇ ଗଛରେ ଡ଼ୋରି ବାନ୍ଧନ୍ତି ତାଙ୍କ କାମନା ପୂର୍ଣ୍ଣ ହେଉଥିବ ବୋଲି ଏକାମ ସେମାନେ କରନ୍ତି ନା କାହିଁକି? ନିଶ୍ଚୟ ହେଉଥିବ ବୋଲି ମୋର ବିଶ୍ୱାସ । ଆଚ୍ଛା ମୋ କଥାରେ ନରାଗି କହିଲ? ତମର ପୁଣି କେଉଁ କାମନା ବାକି ରହିଗଲାଯେ କଳ୍ପବଟରେ ଡୋରି ବାନ୍ଧିବା କଥା ଭାବିଛ? ଅଳ୍ପ ହସି ମୁଁ କହିଲି । ସଂଯୁକ୍ତାଙ୍କ ମୁହଁ ଉପରେ କିଛି କୁଂଚି ପଡ଼ିବାର ଆଭାସ ମିଳୁଥିଲା । ସେ ମନ ଭିତରେ ମୋ ଉପରେ ପୁଣି ବିରକ୍ତ ହେଲେ କି? କାହିଁ ଆଉ କିଛି ନକହି ଉଠିଗଲେ । ତାଙ୍କ ଯିବା ପ୍ରତି ମୁଁ ଆଉ ଗୁରୁତ୍ୱ ନ ଦେଇ ନିରୋଳାରେ ସୋଫାକୁ ଆଉଜି ବସିଲି । କାନ୍ଥରେ ଟଙ୍ଗା ଯାଇଥିବା ଶ୍ରୀଜଗନ୍ନାଥଙ୍କର ଏକ ବଡ଼ ତୈଳଚିତ୍ରକୁ ଚାହିଁଲି । ମୋତେ ଲାଗିଲା ସେ ଖାଲି ବଡ଼ ବଡ଼ ଆଖିରେ ଚାହିଁ ନାହାନ୍ତି, ବରଂ ତାଙ୍କର ସୁନ୍ଦର ଅଧରରେ ମୁରୁକି ହସା ଦଉଚନ୍ତି । ଆଉ ମୁଁ ଅନୁଭବ କଲି, ସେ ହସଟା ଅତି ଶାଣିତ ଭାବରେ ମୋତେ ଦଂଶନ କରୁଛି । ବିବ୍ରତ କରୁଛି । ପ୍ରଶ୍ନ ବି ପଚାରୁଛି । ମୁଁ ଶମ୍ଭୁନାଥ ମହାରଣା । ମୋ ଘର କେନ୍ଦ୍ରାପଡ଼ା ଜିଲ୍ଲାର ବହୁତଳେ ଥିବା ଗୋଟେ ଗାଆୁଛୁ ।

Customers reviews

Frequently Asked Questions about the Book

All books in our catalog are Original.
The book is written in Oriya .
The binding of this edition is Paperback.

Questions and Answers about the Book

Do you have a question about the book? Login to be able to add your own question.

Opinions about Bookdelivery

More customer reviews